ଆଦର୍ଶ ଥାନା ମହିଳା ପୁଲିସ ଏସ୍ଆଇ ସ୍ଵାଗତିକା ବେହେରାଙ୍କ ଆତ୍ମହତ୍ୟା : ରହସ୍ୟ ଖୋଜୁଛି ପୋଲିସ

ଘୁ.ଉଦୟଗିରି: ଶାନ୍ତ ଓ ସରଳ ସ୍ବାଭାବର ଅଧୀକାରୀ ତଥା ସ୍ଥାନୀୟ ଆଦର୍ଶ ଥାନା ମହିଳା ପୁଲିସ ଏସ୍ଆଇ ସ୍ଵାଗତିକା ବେହେରା ଆଜି ପୂର୍ବାହ୍ନରେ ଆତ୍ମହତ୍ୟା କରିଦେଇଛନ୍ତି। କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ପରିସର ସରକାରୀ ବାସଭବନରେ ସେ ଆଜି ସକାଳେ ଆତ୍ମହତ୍ୟା କରିବା ପୂର୍ବରୁ ନିଜର ସହକର୍ମୀଙ୍କ ସହିତ କଥା ହୋଇଥିଲେ। ସରକାରୀ ବାସଭବନରେ ନିଜ ବେକରେ ଲୁଗା ଲଗେଇ ଆତ୍ମହତ୍ୟା କରିଥିଲେ। ସ୍ବାଗତିକା ଆଜି ସକାଳ ୭ଟାରେ ନିଜ … Continue reading ଆଦର୍ଶ ଥାନା ମହିଳା ପୁଲିସ ଏସ୍ଆଇ ସ୍ଵାଗତିକା ବେହେରାଙ୍କ ଆତ୍ମହତ୍ୟା : ରହସ୍ୟ ଖୋଜୁଛି ପୋଲିସ